ଆଜିର ଖବର ଲିଫ୍ଟି ଛିଣ୍ଡିବାରୁ ବଡ ଅଘଟଣ: ଚେନ୍ନାଇରେ କାର୍ଯ୍ୟରତ ଓଡ଼ିଆ ରାଜ ମିସ୍ତ୍ରୀଙ୍କ ମୃତ୍ୟୁ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚିକିଟି ଥାନା ଅନ୍ତର୍ଗତ ସୋରଳ ଡୁଙ୍ଗାସାହି ବାସିନ୍ଦା ସୁରେନ୍ଦ୍ର ବେହେରାଙ୍କ ବଡପୁଅ ରାମଚନ୍ଦ୍ର ବେହେରା ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇରେ ଦୀର୍ଘବର୍ଷ…