ଆଜିର ଖବର ଓଡ଼ିଶାର ସବୁଜ ଶକ୍ତି ସମ୍ଭାବନା ଉପରେ ସମ୍ମିଳନୀ ଆୟୋଜିତ ଭୁବନେଶ୍ଵର: ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍ଏନ୍ଆରଇ) ପକ୍ଷରୁ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଆଇଆରଇଡିଏ) ସହଯୋଗରେ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ…