ଆଜିର ଖବର ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା ଭୁବନେଶ୍ୱର: ଓଡ଼ିଶାର ଗଣମାଧ୍ୟମ ଏବଂ ତତସମ୍ପର୍କିତ କ୍ଷେତ୍ରରେ କାର୍ଯ୍ୟରତ ମହିଳା ପେଶାଜୀବୀମାନଙ୍କର ମଞ୍ଚ ଓଡ଼ିଶା ଓମେନ୍ ଇନ୍ ମିଡିଆ (OWM) ର ୩ୟ ପ୍ରତିଷ୍ଠା ଦିବସ ରବିବାର…