ଅନ୍ତରାଷ୍ଟ୍ରୀୟ ପନ୍ତ ଏବଂ ହାର୍ଦ୍ଦିକଙ୍କ ଧୂଆଁଧାର ବ୍ୟାଟିଂ: ଇଂଲଣ୍ଡକୁ ୫ ୱିକେଟରେ ପରାସ୍ତ କରି ସିରିଜ ଜିତିଲା ଭାରତ ନୂଆଦିଲ୍ଲୀ: ମଞ୍ଚେଷ୍ଟର ଦିନିକିଆରେ ଇଂଲଣ୍ଡକୁ ଭାରତ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ ରେ କବ୍ଜା…