ଆଜିର ଖବର ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ “ଓଡ଼ିଶାର ପଚାଶ ସ୍ୱାଧୀନତା ସଂଗ୍ରାମୀ” ପୁସ୍ତକ ଉନ୍ମୋଚିତ ଭୁବନେଶ୍ୱର: ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାରୁ ଅନେକ ସଂଗ୍ରାମୀ ଝାସ ଦେଇଛନ୍ତି। ଅନେକ ସହୀଦ ମଧ୍ୟ ହୋଇଛନ୍ତି। ଏହି ସଂଗ୍ରାମୀମାନଙ୍କ ତ୍ୟାଗରୁ ଆମ ମାତୃଭୂମୀର ସମ୍ମାନ ରହିଛି।…