ଆଜିର ଖବର ଏମ୍ସ ରେ ଫାଇଲେରିଆ ନିରାକରଣ ଅଭିଯାନ: ଗୋଟିଏ ଦିନରେ ୫୪୪ ବ୍ୟକ୍ତିଙ୍କ ବାତଜ୍ବର ଔଷଧ ସେବନ ଭୁବନେଶ୍ୱର: ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମକୁ ତ୍ବରିତ କରିବା ଉଦ୍ଦେଶ୍ୟରେ ବୁଧବାର ଦିନ ଏମ୍ସ ଭୁବନେଶ୍ୱର ପରିସରରେ ଖୋର୍ଦ୍ଧା ଜିଲ୍ଲା…