ଆଜିର ଖବର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଲେ ବି.ଏସ.ୟେଦିୟୁରପ୍ପା ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ପୁଣିଥରେ ହଲଚଲ ଦେଖିବାକୁ ମିଳିଛି। ଆଜି ବି.ଏସ.ୟେଦିୟୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ୟେଦିୟୁରପ୍ପା ନିଜେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା…