ଆଜିର ଖବର ନିର୍ବାଚନ ହାରିବ ପରେ ବିଆରଏସ ନେତାଙ୍କୁ ମନେ ପଡ଼ିଲା ରାମ ମନ୍ଦିର ନୂଆଦିଲ୍ଲୀ: ନିକଟରେ ବିଧାନସଭା ନିର୍ବାଚନରେ କ୍ଷମତାଚ୍ୟୁତ ହେବାପରେ ବିଆରଏସ ନେତାଙ୍କୁ ହିନ୍ଦୁତ୍ୱ କଥା ମନେ ପଡ଼ିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତିର…