ଆଜିର ଖବର ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇ ମାମଲା ନିରନ୍ତର ଜାରି ରହିଛି। ଦିଲ୍ଲୀ, ମୁମ୍ବାଇ କିମ୍ବା କୋଲକାତା କୌଣସି ରାଜ୍ୟ ସାଇବର ଅପରାଧୀଙ୍କ ଠାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ।…