ଜାତୀୟ ଖବର କେବେ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ?: ଜାଣନ୍ତୁ ଏହି ପର୍ବରେ କଳଶ ସ୍ଥାପନ କରିବାର ମହତ୍ତ୍ଵ ନୂଆଦିଲ୍ଲୀ; ହିନ୍ଦୀ କ୍ୟାଲେଣ୍ଡର ଅନୁଯାୟୀ, ନବରାତ୍ରୀ ବର୍ଷରେ ୪ ଥର ପାଳନ କରାଯାଏ। ଦୁଇଥର ଗୁପ୍ତ ନବରାତ୍ରି ଏବଂ ଦୁଇଟି ନବରାତ୍ରି ମୁଖ୍ୟ ଭାବେ ପାଳନ କରାଯାଏ।…