ଜାତୀୟ ଖବର ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ ମୁମ୍ବାଇ: ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (ଏମଡିଏନଆଇୱାଇ), ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲା ଲୋନାରସ୍ଥିତ ଛତ୍ରପତି ଶ୍ରୀ ଶିବାଜୀ ମହାରାଜ ଉଦ୍ୟାନଠାରେ ଯୋଗ…