ଆଜିର ଖବର ଦିନ ଦ୍ବିପ୍ରହରରେ ବାଣପୁରର ଝରଣା ଜଙ୍ଗଲରୁ ଶାଗୁଆନ୍ କାଠ ଚୋରି : ବନ ବିଭାଗର ଅପାରଗତା ଲାଗି ଅଟକ ଥିବା ଚୋରକୁ ଛାଡିଲେ ଗ୍ରାମବାସୀ ସୀତାରାମ ଅଗ୍ରଓ୍ବାଲ ବାଣପୁର : ଶାଗୁଆନ କାଠ ଚୋରି କରୁଥିବା ସମୟରେ ଗ୍ରାମବାସୀମାନେ ଏକ ଚୋରକୁ କାବୁକରି ଅଟକ ରଖିବା ପରେ ବି ବନବିଭାଗ କର୍ମଚାରୀ ୬…