ଆଜିର ଖବର ବନ୍ଦ ହେଲା ନବମ ଏବଂ ଏକାଦଶ ଶ୍ରେଣୀର ପାଠପଢା ଭୁବନେଶ୍ବର: ଆଜି ରାଜ୍ୟ ସରକାର ନବମ ଏବଂ ଏକାଦଶ ଶ୍ରେଣୀର ପାଠପଢା ବନ୍ଦ ପାଇଁ ଘୋଷଣା କରିଛନ୍ତି। ସରକାରୀ, ଘରୋଇ ଏବଂ ଅନୁଦାନପ୍ରାପ୍ତ ସ୍କୁଲରେ ପାଠପଢା ବନ୍ଦ…