ଆଞ୍ଚଳିକ ବାଣପୁର ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ଶୁଭାରମ୍ଭ: ଦଶ ମାସ ପରେ ଅମରେନ୍ଦ୍ରଙ୍କ କାର୍ଯ୍ୟଗୃହ ପ୍ରବେଶ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ଉପାଧ୍ୟକ୍ଷା ରୀନା ଦେଇ ଆଜି ପୂଜାର୍ଚ୍ଚନା କରି ଅନୁଷ୍ଠାନିକ ଭାବେ ନିଜ…