ଆଜିର ଖବର ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ନୂଆଦିଲ୍ଲୀ: ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ଖାନପି-ହେଙ୍ଗଲେପ୍ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ଚାରି ଜଣ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି। ନିହତ ଉଗ୍ରବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…