ଆଜିର ଖବର ଗୁଜୁରାଟରେ ହୃଦଘାତର ଆକଳନ ଭୟାନକ, ଛଅ ମାସରେ ୧,୦୫୨ ମୃତ୍ୟୁ, ୮୦% ୧୧ରୁ ୨୫ ବର୍ଷ ବୟସ୍କ ନୂଆଦିଲ୍ଲୀ: ଗୁଜୁରାଟର ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର ଶୁକ୍ରବାର ଦିନ କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ରାଜ୍ୟରେ ହୃଦଘାତ ଯୋଗୁଁ ସମୁଦାୟ ୧,୦୫୨ ଲୋକ…