ଆଜିର ଖବର ପଙ୍ଖାରେ ମଧ୍ୟ ଶାନ୍ତିରେ ଶୋଇପାରିବେ, ଥଣ୍ଡା ପାଇବା ପାଇଁ ଅନୁସରଣ କରନ୍ତୁ ଏହି ଟିପ୍ସ ଜୀବନଶୈଳୀ: ଗରମ ସମୟରେ ଆପଣଙ୍କ ଘରେ ଏସି ନାହିଁ କି? କିନ୍ତୁ ଏସି ଏବଂ କୁଲରରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି କେହି କେହି କହିଥାନ୍ତି।…