ଆଜିର ଖବର ସରକାରୀ କର୍ମଚାରୀଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ପୁଅ ଭୁବନେଶ୍ଵର: କୃଷି ଉଦ୍ୟାନ ବିଭାଗର କର୍ମଚାରୀ ବିଜୟ କୁମାର ନାୟକ ସରକାରୀ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସ ପହଞ୍ଚି…