କେମିକାଲ ମିଶା ରଙ୍ଗ

କଲିକତା: ପଶ୍ଚିମବଙ୍ଗ ହୁଗୁଳି ସାଂସଦ ତଥା ଚୁଞ୍ଚୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଲକେଟ ଚାଟ୍ଟାର୍ଜୀଙ୍କ ଉପରକୁ କେମିକାଲ ମିଶା ରଙ୍ଗ ଫିଙ୍ଗା ଯାଇଛି।…