ଅପରାଧ ଜେଲ କର୍ମଚାରୀଙ୍କ ପାଇଁ କଡା ନିୟମ, କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ନିଜ ମୋବାଇଲ କରିବେ ଦାଖଲ ଭୁବନେଶ୍ବର, ଜେଲ ଭିତରେ କଏଦୀମାନେ ମୋବାଇଲରେ କଥାବାର୍ତ୍ତା ହେଉଥିବାର ବାରମ୍ବାର ଖବର ଆସିବା ପରେ ଜେଲ ବିଭାଗ କଡା ନିୟମ ଲାଗୁ କରିଛି। ତାହା ହେଲା ଏଣିକି…