ଆଜିର ଖବର ଓଡ଼ିଶା ଗ୍ରାମାଞ୍ଚଳର ଯୁବକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ହାତ ବଢାଇଲା କେସ୍ ଇଣ୍ଡିଆ ଭୁବନେଶ୍ଵର: ଓଡ଼ିଶାରେ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ କେସ୍(CASE) ଇଣ୍ଡିଆ ତାର ସିଏସଆର (କର୍ପୋରେଟ୍ ସାମାଜିକ ଦ୍ଵାୟୀତ୍ଵ) ପଦକ୍ଷେପର ଏକ ଅଂଶ ଭାବରେ ମାର୍ଚ୍ଚ ୨୦୨୩…