ଆଜିର ଖବର କୋଭିସିଲ୍ଡ ପରେ କୋଭାକ୍ସିନ ଦର ହ୍ରାସ କଲା ଭାରତ ବାୟୋଟେକ: ଜାଣନ୍ତୁ କେତେ ରହିଛି ନୂଆ ମୂଲ୍ୟ ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କୋଭାକ୍ସିନ ଦର ହ୍ରାସ ହୋଇଛି। ରାଜ୍ୟକୁ ଏବେ ୪୦୦ ଟଙ୍କା ମୂଲ୍ୟରେ କୋଭାକ୍ସିନ ଟୀକା ମିଳିବ। ପୂର୍ବରୁ ଏହି ଟୀକାର ମୂଲ୍ୟ ୬୦୦…