ଜାତୀୟ ଖବର କୋଭିଡ-୧୯ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଭ୍ରମାତ୍ମକ: ସ୍ବାସ୍ଥ୍ୟ ବିଭାଗ ନୂଆଦିଲ୍ଳୀ : ପ୍ରକାଶିତ ଏକ ଗବେଷଣା ନିବନ୍ଧକୁ ଭିତ୍ତିକରି ଦେଶର କୋଭିଡ ମୃତ୍ୟୁ ସଂଖ୍ୟା ନେଇ ଗଣମାଧ୍ୟମରେ କେତେକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି…