ଆଜିର ଖବର ଛୁଞ୍ଚି ମୁକ୍ତ କୋରାନା ଟିକାର ସ୍ଥିର ହେଲା ମୂଲ୍ୟ, ଜାଣନ୍ତୁ ଏକ ଡୋଜ ପାଇଁ କେତେ ଟଙ୍କା ଦେବାକୁ ପଡିବ? ନୂଆଦିଲ୍ଲୀ: ଜାଇଡସ୍ କ୍ୟାଡିଲାର କୋରାନା ଟିକା ‘ଜାଇକୋଭ୍-ଡି’ର ମୂଲ୍ୟ ସ୍ଥିର କରାଯାଇଛି। ଗୋଟିଏ ଡୋଜର ମୂଲ୍ୟ ୨୬୫ ଟଙ୍କା ହେବ। ଭାରତ ସରକାର ଏକ କୋଟି ଡୋଜ…