ଭୁବନେଶ୍ବର: ଗତକାଲି ରାଜ୍ୟରେ ୭ ହଜାର ୨୯୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୮୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୫୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୪୭୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୦୬
ବାଲେଶ୍ଵର ଜିଲ୍ଲାରୁ- ୨୩୪
ବରଗଡ ଜିଲ୍ଲାରୁ- ୮୫
ଭଦ୍ରକ ଜିଲ୍ଲାରୁ- ୯୪
ବଲାଙ୍ଗୀରି ଜିଲ୍ଲାରୁ- ୧୩୮
ବୌଦ୍ଧ ଜିଲ୍ଲାରୁ- ୯୩
କଟକ ଜିଲ୍ଲାରୁ – ୪୮୨
ଦେବଗଡ ଜିଲ୍ଲାରୁ- ୬୧
ଢେଙ୍କାନାଳ ଜିଲ୍ଲାରୁ- ୧୩୩
ଗଞ୍ଜାମ ଜିଲ୍ଲାରୁ- ୭୫
ଜଗତସିଂହପୁର ଜିଲ୍ଲାରୁ- ୧୦୮
ଯାଜପୁର ଜିଲ୍ଲାରୁ- ୨୧୯
ଝାରସୁଗୁଡା ଜିଲ୍ଲାରୁ- ୩୫
କଳାହାଣ୍ଡି ଜିଲ୍ଲାରୁ- ୧୮୮
କନ୍ଧମାଳ ଜିଲ୍ଲାରୁ- ୭୩
କେନ୍ଦ୍ରାପଡା ଜିଲ୍ଲାରୁ- ୧୧୪
କେନ୍ଦୁଝର ଜିଲ୍ଲାରୁ- ୧୩୭
ଖୋର୍ଦ୍ଧା ଜିଲ୍ଲାରୁ- ୧୫୦୦
କୋରାପୁଟ ଜିଲ୍ଲାରୁ- ୧୨୮
ମାଲକାନଗିରି ଜିଲ୍ଲାରୁ- ୫୨
ମୟୂରଭଞ୍ଜ ଜିଲ୍ଲାରୁ- ୨୧୮
ନବରଙ୍ଗପୁର ଜିଲ୍ଲାରୁ- ୯୫
ନୟାଗଡ ଜିଲ୍ଲାରୁ- ୨୦୫
ନୂଆପଡା ଜିଲ୍ଲାରୁ- ୫୬
ପୁରୀ ଜିଲ୍ଲାରୁ- ୬୩
ରାୟଗଡା ଜିଲ୍ଲାରୁ- ୨୨୫
ସମ୍ବଲପୁର ଜିଲ୍ଲାରୁ- ୧୫୮
ସୋନପୁର ଜିଲ୍ଲାରୁ- ୨୦
ସୁନ୍ଦରଗଡ ଜିଲ୍ଲାରୁ- ୫୦୧
ଷ୍ଟେଟ ପୁଲରୁ- ୨୯୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୯୧୭ ଏବଂ ବର୍ତ୍ତମାନ ୭୭ ହଜାର ୩୪୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।