ଆଜିର ଖବର ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବ ଏହି ୩୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ କେଏଲ ରାହୁଲଙ୍କ ନମ୍ବର କେତେ? ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଆସନ୍ତା ମାସରେ ଭାରତ ଆସିବ। ଫେବୃଆରୀ ୬ ତାରିଖରୁ ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍…