ଆଜିର ଖବର ଲୋକସଭାରେ ଆଗତ ହେଲା ‘ଅପରାଧୀ ପ୍ରକ୍ରିୟା ବିଧେୟକ-୨୦୨୨’ ନୂଆଦିଲ୍ଲୀ: ଆଜି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅପରାଧୀ ପ୍ରକ୍ରିୟା (ପରିଚୟ) ବିଧେୟକ, ୨୦୨୨ ଆଗତ କରାଯାଇଛି। ଏହି ବିଲ୍ ଅଧୀନରେ ପୋଲିସ ସ୍ୱତନ୍ତ୍ର କ୍ଷମତା…