ଅନ୍ତରାଷ୍ଟ୍ରୀୟ ଆଇପିଏଲ: ସ୍ଵଦେଶ ଫେରିବାକୁ ଅଷ୍ଟ୍ରେଲିଆ ଖେଳାଳି ଚିନ୍ତିତ, ଚାର୍ଟର ପ୍ଳେନ ପାଇଁ କରିଲେ ଦାବି ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବଢୁଥିବାରୁ ଆଇପିଏଲର ଅନେକ ଖେଳାଳି ଚିନ୍ତିତ ଅଛନ୍ତି। କିଛି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ଛାଡି ଘରକୁ ଫେରିଥିବା ଦେଖିବାକୁ ମିଳିଛି। ଏହି…