ଆଜିର ଖବର ବବିତା ଫୋଗାଟ ହରିୟାଣାର କ୍ରୀଡା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା: ଉପନିର୍ବାଚନରେ ପ୍ରାର୍ଥୀ ହେବା ସମ୍ଭାବନା ଚଣ୍ଡିଗଡ଼: ଆଜି ଆନ୍ତର୍ଜାତୀୟ ରେସଲର ବବିତା ଫୋଗାଟ ହରିୟାଣାର କ୍ରୀଡା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ସେ ଭାରତୀୟ…