ଆଜିର ଖବର ରେଢ଼ାଖୋଲରେ କାଳ ବୈଶାଖୀର ତାଣ୍ଡବ: ବ୍ୟାପକ କ୍ଷୟ କ୍ଷତି, ଜଣେ ମୃତ, କ୍ଷତି ପୂରଣ ଦାବୀରେ ରାସ୍ତା ରୋକ ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ପବନ ପ୍ରଭାବରେ ଗଛ ପଡି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟ…