ଅନ୍ତରାଷ୍ଟ୍ରୀୟ ବିଦେଶ ମାଟିରେ ଓଡିଆ କ୍ଷୁଦ୍ର ଚଳଚିତ୍ର ପୁରସ୍କୃତ, ଦିଲ୍ଲୀପ ହାଲି ଶ୍ରେଷ୍ଠ ପ୍ରଯୋଜକ ଭୁବନେଶ୍ବର: ବିଦେଶ ମାଟିରେ ପୁଣି ଓଡିଆ ଚଳଚିତ୍ରକୁ ମିଳିଛି ସମ୍ମାନ। ଶ୍ରୀଲଙ୍କାରେ ଆୟୋଜିତ କ୍ଷୁଦ୍ର ଚଳଚିତ୍ର ଉତ୍ସବରେ ପୁରସ୍କୃତ ହୋଇଛି ଓଡିଆ ଚଳଚିତ୍ର ଗୋଟିଏ ଫୁଲ କୋଟିଏ…