ଜାତୀୟ ଖବର ଭାରତରେ ପ୍ରଥମ ଥର ପାଇଁ ଜବତ ହେଲା ‘ଜିହାଦୀ ଡ୍ରଗ’ ନାମରେ କୁଖ୍ୟାତ ଚେତନାହାରକ ପଦାର୍ଥ ‘କ୍ୟାପଟାଗନ୍’ ଆନ୍ତର୍ଜାତୀୟ ସିନ୍ଥେଟିକ୍ ଡ୍ରଗ୍ସ ଚାଲାଣ ନେଟୱାର୍କ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରି, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅପରେସନ ‘ରେଜ୍ପିଲ୍’ ଅଧୀନରେ କ୍ୟାପଟାଗନ୍ ନାମକ…