ଜାତୀୟ ଖବର ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନର ବନାନ ଇଂରାଜୀ ଓ ଓଡିଆରେ ଭିନ୍ନ ଭିନ୍ନ ଲେଖାଯାଉଛି। ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ବନାନ ଲେଖୁଛନ୍ତି। ସେସବୁକୁ ସଂଶୋଧନ କରି…