ଖୋର୍ଦ୍ଧା ଜିଲ୍ଲା କରୋନା

ଭୁବନେଶ୍ବର, କରୋନାର ଭୟବହତା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ପରିଲକ୍ଷିତ ହୋଇଛି। ବିଶେଷ କରି ଭୁବନେଶ୍ବରରେ ଏହାର ପ୍ରକୋପ ବଢିବାରେ ଲାଗିଛି। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ 958 ଜଣ…