ଆଜିର ଖବର ଅଶୋକାଷ୍ଟମୀରେ ଆଶୋକ ଫୁଲରେ ପୂଜା ପାଇଲେ ମା’ଭଗବତୀ, ଶ୍ରୀଗତିଶ୍ଵର ଦେବଙ୍କ ପୀଠ ଚଳଚଞ୍ଚଳ ବାଣପୁର: ରାମାୟଣ ପୁରାଣରେ ବର୍ଣ୍ଣିତ ରାବଣ ମାତା ସୀତାଙ୍କୁ ଅପହରଣ କରି ନିଜର ଅଶୋକ ବନର ଅଶୋକ ବୃକ୍ଷମୂଳରେ ନେଇ ରଖିଥିଲା। ଅଶୋକବୃକ୍ଷ ଏକ ଔଷଧୀୟ ବୃକ୍ଷ…