ଜାତୀୟ ଖବର ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଭାରତ ଆଜି ଗହମ ଏବଂ ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ,…