ଆଜିର ଖବର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ୨ଟି ପୁସ୍ତକକୁ ଉନ୍ମୋଚନ କଲେ ରାଜ୍ୟପାଳ ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ସ୍ୱନାମଧନ୍ୟ ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ ୨ଟି ପୁସ୍ତକର ଶୁଭ ଉନ୍ମୋଚନ…