ଆଜିର ଖବର ଗତ ୧୧ଟି ବିଧାନସଭା ନିର୍ବାଚନରେ ୩.୩୦ ଲକ୍ଷ ବୟସ୍କ, ଭିନ୍ନକ୍ଷମ ବ୍ୟବହାର କରିଛନ୍ତି ଗୃହ ମତଦାନ ସୁବିଧା ନୂଆଦିଲ୍ଲୀ: ଗତ ୧୧ଟି ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସର ୩.୩୦ ଲକ୍ଷ ଭିନ୍ନକ୍ଷମ ଓ ଭୋଟର ନିଜ ଗୃହରୁ ମତଦାନ ସୁବିଧା ପାଇଥିବା ସୂଚନା…