ଆଜିର ଖବର ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପଛପଟ ପୋଖରୀରୁ ମୃତଦେହ ଉଦ୍ଧାର ସୀତାରାମ ଅଗ୍ରଓ୍ବାଲ ବାଣପୁର: ନାଚୁଣୀ ବଜାର ଗୋଦାବରୀଶ ହାଇସ୍କୁଲ ପଛପଟେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଆଜି ସକାଳେ ନାଚୁଣୀ ପଂଚାୟତ…