ଆଜିର ଖବର ୩୭୮ ଦିନ ପରେ ସମାପ୍ତ ହେଲା କୃଷକ ଆନ୍ଦୋଳନ, ଡିସେମ୍ବର ୧୧ରେ ଘରକୁ ଫେରିବେ ଚାଷୀ ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗ୍ରହଣ କରିଥିବା ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇବା ପରେ ଗୁରୁବାର ଦିନ ଆନ୍ଦୋଳନ ଶେଷ କରିବାକୁ କୃଷକ ସଂଗଠନ ପକ୍ଷରୁ ଘୋଷଣା…