ଆଞ୍ଚଳିକ ଦ୍ଵିତୀୟ ଦିନରେ ଚିଲିକାର ୨୭୦ ହେକ୍ଟର ଅଞ୍ଚଳ ହେଲା ଘେରିମୁକ୍ତ ସୀତାରାମ ଅଗ୍ରୱାଲ ବାଲୁଗାଁ: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଚିଲିକାରେ…