ଧର୍ମ କୁମାର ପୂର୍ଣ୍ଣିମାରେ ଚନ୍ଦ୍ର କିରଣର ରହିଛି ବଡ ଗୁରୁତ୍ବ, କରନ୍ତୁ ଏହି କାମ ମିଳିବ ସଫଳତା ଭୁବନେଶ୍ବର: ଅଶ୍ୱିନ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବା ଶରଦ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି ଯେ…