ଆଜିର ଖବର ତମାଖୁ ଚାଷୀଙ୍କୁ ଆଶ୍ୱସ୍ତି: ଚାଷୀ ପଞ୍ଜୀକରଣ ଏବଂ ବାର୍ଣ୍ଣ ଲାଇସେନ୍ସ ପାଇଁ ବୈଧତା ୩ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ: ଭାରତ ସରକାର ଭର୍ଜିନିଆ ତମାଖୁ ଚାଷୀଙ୍କ ପାଇଁ ପଞ୍ଜୀକରଣ ଏବଂ ବାର୍ଣ୍ଣ ପରିଚାଳନା ଲାଇସେନ୍ସର ଅବଧିକୁ ୧ ରୁ ୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ପୂର୍ବରୁ…