ଆଜିର ଖବର ଅଗଷ୍ଟ ମାସ ପାଇଁ ଘରୋଇ କୋଟାରେ ଅତିରିକ୍ତ 2 ଏଲଏମଟି ଚିନି ଆବଣ୍ଟନ କରିଛି କେନ୍ଦ୍ର ନୂଆଦିଲ୍ଲୀ: ଓନମ, ରକ୍ଷା ବନ୍ଧନ, ଏବଂ କୃଷ୍ଣ ଜନ୍ମାଷ୍ଟମୀ ପରି ଆଗାମୀ ପର୍ବ ପାଇଁ ଚିନିର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଅଗଷ୍ଟ ମାସ ପାଇଁ 2…