ଆଜିର ଖବର ଏହି ରାଜ୍ୟରେ ଚିନ୍ତାର କାରଣ ପାଲଟିଛି କରୋନା, ଦେଶର ସଂକ୍ରମଣ ହାର ଠାରୁ ପ୍ରାୟ ୧୫ ଗୁଣ ଅଧିକ ନୂଆଦିଲ୍ଲୀ: ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ କରୋନା ମାମଲା ଥମିବାରେ ନାଁ ନେଉନାହିଁ। ଗୋଟିଏ ଦିନରେ ରାଜ୍ୟରେ ୧୭୧ ଟି ନୂଆ ମାମଲା ଚିହ୍ନଟ ହେବା ପରେ…