ଆଜିର ଖବର ଥମୁନି ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସମସ୍ୟା: ଚିନ୍ତାରେ ଅଭିଭାବକ ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ସମସ୍ୟା ଲାଗିରହିଛି। ଯାହାକି ପୁରାତନ ପରିଚାଳନା କମିଟି ଓ ଅଧ୍ୟକ୍ଷଙ୍କ…