ଆଜିର ଖବର ନଳବଣରେ ଅବାଧ ପ୍ରବେଶ ନେଇ ୭ ମତ୍ସ୍ୟଜୀବୀ ଗିରଫ ବାଲୁଗାଁ(ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୭ ଜଣ ମତ୍ସ୍ୟଜୀବୀ…