ଅପରାଧ ଚୌମୁଁ ପଥର ଫିଙ୍ଗା ଘଟଣା: ଏପର୍ଯ୍ୟନ୍ତ ୧୦୦ ଗିରଫ, ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାନ୍ ଜୟପୁର: ଚୌମୁଁ ସହରରେ ପଥର ଫିଙ୍ଗା ଘଟଣା ପରେ ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପରିସ୍ଥିତି ଉପରେ…