ଆଜିର ଖବର ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ପରେ ସତର୍କ ହେଲା ଗଣଶିକ୍ଷା ବିଭାଗ: ଛାତ୍ରୀ ସୁରକ୍ଷା ପାଇଁ ନେଲା ବଡ଼ ପଦକ୍ଷେପ ଭୁବନେଶ୍ଵର: ବାଲେଶ୍ୱର ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ପରେ ଗଣଶିକ୍ଷା ବିଭାଗକୁ ଚେତା ପସିଛି। ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ…