ଆଜିର ଖବର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ABVP ବଡ଼ ବିଜୟ; ଉପାଧ୍ୟକ୍ଷ ଆସନ ଜିତିଲା NSUI ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ RSS ସହ ଜଡିତ ସଂଗଠନ ABVP ବିପୁଳ ବିଜୟ ହାସଲ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)…